ଏ ପାରିର ବନ୍ଧୁ ମୋର ସେ ପାରିର ବନ୍ଧୁ [E PARIRA BANDHU MORA SE PARIRA BANDHU]
By Sameer Pradhan Bhai At 19th Annual Satsang Utsav Of Jatamundia Satsang Vihar, Banki, Cuttack ଏ ପାରିର ବନ୍ଧୁ ମୋର ସେ ପାରିର ବନ୍ଧୁ ପରାଣର ବନ୍ଧୁ ମୋର ପ୍ରଭୁ କୃପାସିନ୍ଧୁ ମୋ ଦୁଃଖେ ଝରାନ୍ତି ଲୁହ ହସରେ ହସନ୍ତି ବିପଥରେ ହାତ ଧରି ସୁପଥ ଦେଖାନ୍ତି ବିପଦର ବନ୍ଧୁ ମୋର ସମ୍ପଦର ବନ୍ଧୁ ତାଙ୍କୁ କି କରିବି ପର ସେ ଯେ ଆପଣାର ତାଙ୍କ ବିନୁ ଏ ସଂସାରେ ସକଳ ଅସାର ଧନ ଜନ ସବୁ ତାଙ୍କ କରୁଣାର ବିନ୍ଦୁ ଆସିଥିଲି ଏକା ମୁହିଁ ଏକା ହୋଇ ଯିବି ପ୍ରଭୁ ପ୍ରେମ ଧନ ନେଇ ତାଙ୍କୁ ମୁଁ ଭଜିବି ଚରଣେ ଶରଣ ଦେବ ମୋ ଜୀବନ ବନ୍ଧୁ
Thakur Anukul Chandra Bhajan